ସେକନ୍ଦର୍ Sekandar
- ବୈଦେ. ବି (ନାମ) (ଗ୍ରୀକ୍ — ସେକନ୍ଦର; ଇଂ ଆଲେକ୍— ଜାଣ୍ଡର୍)—ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ଭାରତକୁ ଆକ୍ରମଣ କରିଥିବା ଗ୍ରୀସ୍ ଦେଶର ମହାବୀର ରାଜା; ଆଲେକ୍ଜାଣ୍ଡାର୍ — Alexander the Great
- ବୈଦେ. ବି (ନାମ) (ଗ୍ରୀକ୍ — [ଦ୍ର—ଏ ଜଣେ ପ୍ରଧାନ ବୀର ଥିଲେ। ଏ ବହୁଦେଶ ଜୟ କରି ଶେଷରେ ଭାରତକୁ ଆସିଥିଲେ। ପଞ୍ଜାବର ଅନେକ ରାଜ୍ୟ ନିର୍ଦ୍ୱନ୍ଦ୍ୱରେ ଜୟ କରିବା ପରେ ପୁରୁ ନାମକ ଜଣେ ରାଜା ତାଙ୍କୁ ବାଧା ଦେଲେ, ମାତ୍ର ପରାଜିତ ହେଲେ। ଏହାଙ୍କର ସୈନ୍ୟମାନେ ଆଉ ଆଗକୁ ଯିବାକୁ ଅନିଚ୍ଛା ପ୍ରକାଶ କରିବାରୁ ଏ ବାଧ୍ୟ ହୋଇ ନିଜ ଦେଶକୁ ଫେରି ଯିବା ସମୟରେ ବାଟରେ ପ୍ରାଣତ୍ୟାଗ କଲେ।]