ସେକନ୍ଦର୍ ସାହ୍ Sekandar sāh

  • ଦେ. ବି. (ନାମ) — ଖ୍ରୀଷ୍ଟୀୟ ଚତୁର୍ଦ୍ଦଶ ଶତାବ୍ଦୀର ବଙ୍ଗର ଜନୈକ ସ୍ୱାଧୀନ ମୁସଲମାନ୍ ରାଜା — Name of a Mahomedan king of Bengal
  • ଦେ. ବି. (ନାମ) — [ଦ୍ର—ଏ ସମ୍ସୁଦ୍ଦିନ ଇଲିୟାସଙ୍କ ପୁତ୍ର। ଏ 1361 ରେ ରାଜା ହୋଇଥିଲେ ଓ ଗୌଡ଼ଠାରୁ ପାଣ୍ଡୁଆଠାକୁ ରାଜଧାନୀ ଉଠାଇ ନେଇଥିଲେ; ସେଠାରେ ସୁପ୍ରସିଦ୍ଧ ଆଜିନା ମସ୍ଜିଦ୍ ନିର୍ମାଣ କରିଥିଲେ। ଏହାଙ୍କ ଅମଳରେ ଅନେକ ବଙ୍ଗୀୟ ହିନ୍ଦୁ ମୁସଲମାନ୍ ଧର୍ମ ଗ୍ରହଣ କରିଥିଲେ। ଏହାଙ୍କର ବିଦ୍ରୋହୀ ଜ୍ଯେଷ୍ଠପୁତ୍ରଙ୍କୁ ଏ ଦମନ କରିବାକୁ ଯାଇ ଯୁଦ୍ଧରେ ପ୍ରାଣତ୍ୟାଗ କଲେ।] — [ଦ୍ର—ଏ ସମ୍ସୁଦ୍ଦିନ ଇଲିୟାସଙ୍କ ପୁତ୍ର ଏ1361ରେ ରାଜା ହୋଇଥିଲେ ଓ ଗୌଡ଼ଠାରୁ ପାଣ୍ଡୁଆଠାକୁ ରାଜଧାନୀ ଉଠାଇ ନେଇଥିଲେ; ସେଠାରେ ସୁପ୍ରସିଦ୍ଧ ଆଜିନା ମସ୍ଜିଦ୍ ନିର୍ମାଣ କରିଥିଲେ ଏହାଙ୍କ ଅମଳରେ ଅନେକ ବଙ୍ଗୀୟ ହିନ୍ଦୁ ମୁସଲମାନ୍ ଧର୍ମ ଗ୍ରହଣ କରିଥିଲେ ଏହାଙ୍କର ବିଦ୍ରୋହୀ ଜ୍ଯେଷ୍ଠପୁତ୍ରଙ୍କୁ ଏ ଦମନ କରିବାକୁ ଯାଇ ଯୁଦ୍ଧରେ ପ୍ରାଣତ୍ୟାଗ କଲେ]