ସେକଣ୍ଡ୍ Sekaṇḍ
- ବୈଦେ. ବି (ଇଂ., ସେକଣ୍ଡ୍= 2 ୳ ବିପଳ ସମୟ) — ଏକ ମିନିଟର 60 ଅଂଶରୁ ଏକ ଅଂଶ ଏକ ଘଣ୍ଟାର 3600 ଅଂଶରୁ ଏକ ଅଂଶ — ଏକ ମିନିଟର60ଅଂଶରୁ ଏକ ଅଂଶ ଏକ ଘଣ୍ଟାର3600ଅଂଶରୁ ଏକ ଅଂଶ—. Second (time)
- ବୈଦେ. ବି (ଇଂ., ସେକଣ୍ଡ୍= 2 ୳ ବିପଳ ସମୟ) — [ଦ୍ର— 1 ଘଣ୍ଟା= 60 ମିନିଟ୍, 1 ମିନିଟ୍= 60 ସେକେଣ୍ଡ।] — [ଦ୍ର—1ଘଣ୍ଟା=60ମିନିଟ୍,1ମିନିଟ୍=60ସେକେଣ୍ଡ]
- ବୈଦେ. ବି (ଇଂ., ସେକଣ୍ଡ୍= 2 ୳ ବିପଳ ସମୟ) — ଏକ ସମକୋଣର 324000 ଭାଗରୁ ଏକଭାଗ — ଏକ ସମକୋଣର34000ଭାଗରୁ ଏକଭାଗ—. Second (of an angle.)
- ବୈଦେ. ବି (ଇଂ., ସେକଣ୍ଡ୍= 2 ୳ ବିପଳ ସମୟ) — [ଦ୍ର—ସମକୋଣ= 90 ଡିଗ୍ରୀ 1 ଡିଗ୍ରୀ = 60 ମିନିଟ୍, 1 ମିନିଟ୍= 60 ସେକଣ୍ଡ।] — [ଦ୍ର—ସମକୋଣ=90ଡିଗ୍ରୀ1ଡିଗ୍ରୀ =60ମିନିଟ୍,1ମିନିଟ୍=60ସେକଣ୍ଡ]
- ବିଣ — ଦ୍ୱିତୀୟ — Second
- ବିଣ — [ଯଥା—ସେକଣ୍ଡ୍ କ୍ଳାସ୍, ସେକେଣ୍ଡ କ୍ୱାଟର୍ଲୀ ପରୀକ୍ଷା।]