ସୃକ Sṛuka
- ସଂ.ବି (ସୃ ଧାତୁ+କର୍ତ୍ତୃ. କ) — କୈରବ (ସିଦ୍ଧାନ୍ତ— କୌମୁଦୀ); କଇଁଫୁଲ — Water lily
- ସଂ.ବି (ସୃ ଧାତୁ+କର୍ତ୍ତୃ. କ) — ବାଣ(ସିଦ୍ଧାନ୍ତ—କୌମୁଦୀ) — Arrow
- ସଂ.ବି (ସୃ ଧାତୁ+କର୍ତ୍ତୃ. କ) — ପଦ୍ମ(ସିଦ୍ଧାନ୍ତ—କୌମୁଦୀ) — Lotus
- ସଂ.ବି (ସୃ ଧାତୁ+କର୍ତ୍ତୃ. କ) — ବାୟୁ(ସିଦ୍ଧାନ୍ତ—କୌମୁଦୀ) — Air
- ସଂ.ବି (ସୃ ଧାତୁ+କର୍ତ୍ତୃ. କ) — ଶୂଳ; ଭଲ୍ଲାସ୍ତ୍ର (ହି.ଶ) — Javelin
- ସଂ.ବି (ସୃ ଧାତୁ+କର୍ତ୍ତୃ. କ) — ବଜ୍ର — Thunderbolt (Apte)