ସୃକ୍କନ Sṛukkana

  • ଦେ. ବି (ସଂ. ସୃକ୍କଣୀ) — ସୃକ୍କଣୀ (ଦେଖ) — Sṛukkaṇī (See)
  • ଦେ. ବି (ସଂ. ସୃକ୍କଣୀ) — [ଉ—ପ୍ରଳୟ ଅଗ୍ନି ପରି ଜଳୁଛି ନୟନ। ଦେଉଛି ଜିଭେ ଲିହି ଲିହି ତା ସୃକ୍କନ—କୃଷ୍ଣସିଂହ, ମହାଭାରତ, ବନ।]