ସୃକ୍କଣୀ Sṛukkaṇī

  • ସଂ. ବି (ସୃଜ୍ ଧାତୁ=ସୃଷ୍ଟି କରିବା+କର୍ତ୍ତୃ କନିନ୍+ ସ୍ତ୍ରୀ ଈ; ଏହା ଲାଳାଦି ସୃଜନ କରୁଥିବାରୁ) — ଦୁଇ ଓଷ୍ଠର ପ୍ରାନ୍ତ ଭାଗ (ଭାରତ); ଓଷ୍ଠଦ୍ୱୟର ବାମ ଓ ଦକ୍ଷିଣ ପ୍ରାନ୍ତ — The right and left corners of the lips; the ends of the lips