ସୃ (ଧାତୁ) Sṛu (root)

  • ସଂ — ଗତି କରିବା — To move
  • ସଂ — ଦଉଡ଼ିବା — To run (Apte)
  • ସଂ — ଆକ୍ରମଣ କରିବାକୁ ଅଗ୍ରସର ହେବା — To rush at (Apte)
  • ସଂ — (ପବନ, ଜଳ) ବହିବା — To blow (as the wind); to flow (as the water) (Apte)