ସୂତ୍ରଳା Sūtraḻā

  • ସଂ. ବି (ସୂତ୍ର+ଲା ଧାତୁ=ଗ୍ରହଣ କହିବା+କର୍ତ୍ତୃ. ଅ) — ତର୍କୁଟୀ; ତାକୁଡ଼ୀ — Spindle
  • ସଂ. ବି (ସୂତ୍ର+ଲା ଧାତୁ=ଗ୍ରହଣ କହିବା+କର୍ତ୍ତୃ. ଅ) — ତୁଳାର ବଳନା — A skein or roll of cotton for spinning