ସୂତ୍ରିତ Sūtrita

  • ସଂ. ବିଣ (ସୂତ୍ର ଧାତୁ+କର୍ମ ତ) — ଗୁନ୍ଥା ହୋଇଥିବା — Strung (M.W.)
  • ସଂ. ବିଣ (ସୂତ୍ର ଧାତୁ+କର୍ମ ତ) — ବ୍ଯବସ୍ଥିତ — Arranged (M.W.)
  • ସଂ. ବିଣ (ସୂତ୍ର ଧାତୁ+କର୍ମ ତ) — ସୂତ୍ରରୂପେ ଲିଖିତ ବା କଥିତ — Prescribed or delivered in aphorisms (M.W.)