ସୂତ୍ରଣ Sūtraṇa

  • ସଂ. ବି (ସୂତ୍ର ଧାତୁ+ ଭାବ ଅନ) — ସୂତ୍ର ରଚନ କରିବା କର୍ମ (ହି. ଶ.) — The act of composing aphorisms
  • ସଂ. ବି (ସୂତ୍ର ଧାତୁ+ ଭାବ ଅନ) — ସୂତା କାଟିବା କର୍ମ (ହି. ଶ.) — Spinning
  • ସଂ. ବି (ସୂତ୍ର ଧାତୁ+ ଭାବ ଅନ) — ଗୁନ୍ଥିବା — Stringing. (M.W.)