ସୂତ୍ରଗ୍ରହ Sūtragraha

  • ସଂ. ବିଣ (ସୂତ୍ର+ ଗ୍ରହ ଧାତୁ+କର୍ତ୍ତୃ ଅ) — ଯେ ସୂତ୍ର ଧାରଣ ବା ଗ୍ରହଣ କରେ (ହି. ଶ) — Holding thread