ସୁସୁ Susu
- ଦେ. ଅ (ଧ୍ୱନ୍ୟନୁକରଣ) — ପବନର ଜୋର୍ରେ ବହିବାର ଶବ୍ଦ — The hissing sound of blowing wind
- ଦେ. ଅ (ଧ୍ୱନ୍ୟନୁକରଣ) — ସର୍ପ ଗର୍ଜିବାର ଶବ୍ଦ — The hissing sound of a snake
- ଦେ. ଅ (ଧ୍ୱନ୍ୟନୁକରଣ) — ଓଠଦ୍ୱାରା ସିଟି ମାରିବାର ଶବ୍ଦ — The sound of whistling with the lips