ସୁଶୀମ Suṡīma

  • ସଂ. ବି — ଶୀତଗୁଣ; ଶେତ୍ୟ; ଶୀତଳତା — Coolness
  • ସଂ. ବି — ଚନ୍ଦ୍ରକାନ୍ତ ମଣି (ହି. ଶ) — Moon stone
  • ସଂ. ବି — ଏକ ପ୍ରକାର ସର୍ପ — A kind of serpent
  • ବିଣ — ଶୀତଳ — Cool
  • ବିଣ — ମନୋଜ୍ଞ (ହି. ଶ) — Beautiful