ସୁଶୃଙ୍ଖଳା Suṡṛuṇkhaḻā

  • ସଂ. ବି — ଉତ୍ତମ ବନ୍ଦୋବସ୍ତ ବା ବ୍ଯବସ୍ଥା — Nice arrangement
  • ସଂ. ବି — ସୁନ୍ଦର ନିୟମ — Good rule
  • ବିଣ. ସ୍ତ୍ରୀ — ସୁଶୃଙ୍ଖଳର ସ୍ତ୍ରୀ— ଲିଙ୍ଗ — Feminine of Suṡṛuṇkhaḻa