ସୁଶୃଙ୍ଖଳ Suṡṛuṅkhaḻa

  • ସଂ. ବିଣ—(ବହୁବ୍ରୀହି; ସୁ+ଶୃଙ୍ଖଳା+ଅ) — ସୁନିୟମିତ — Well regulated
  • ସଂ. ବିଣ—(ବହୁବ୍ରୀହି; ସୁ+ଶୃଙ୍ଖଳା+ଅ) — ଉତ୍ତମରୂପେ ବ୍ଯବସ୍ଥିତ — Well arranged
  • ସଂ. ବିଣ—(ବହୁବ୍ରୀହି; ସୁ+ଶୃଙ୍ଖଳା+ଅ) — ସୁସଜ୍ଜିତ — Nicely equipped