ସୁଲେ Sule

  • ବୈଦେ ବି (କଚିରିଆ) (ଆ. ସୁଲହ୍) — ବିବାଦର ଆପୋସି ମୀମାଂସା; ରଫା — Amicable settlement of a dispute
  • ବୈଦେ ବି (କଚିରିଆ) (ଆ. ସୁଲହ୍) — ଦୁଇ ରାଜାଙ୍କ ମଧ୍ୟରେ ସନ୍ଧି — Treaty between two kings