ସୁଲୁସୁଲୁ Sulusulu
- ଦେ. ଅ (ଧ୍ୱନ୍ୟନୁକରଣ) — ପବନର ଧୀର— ଭାବରେ ବହିବାର ଅବସ୍ଥା ଓ ଶବ୍ଦ — The state and sound of mild blowing of breeze
- ଦେ. ଅ (ଧ୍ୱନ୍ୟନୁକରଣ) — [ଉ—ସୁଲୁ ସୁଲୁ ପଶି ବହଇ ପବନ ଝୁଲୁଛି ବିଟପି କର—ନନ୍ଦକିଶୋର, ନିର୍ଝରିଣୀ।]
- ଦେ. ଅ (ଧ୍ୱନ୍ୟନୁକରଣ) — ସଲ୍ସଲ୍ (ଦେଖ) — Sal-sal (See)