ସୁଲେମାନୀ ଲୁଣ Sulemāni luṇa

  • ବୈଦେ. ବି (ଫା. ସୁଲେମାନୀ ଓ ସଂ. ଲବଣ) — (ଆରବୀ ବୈଦ୍ୟଶାସ୍ତ୍ରରେ ବ୍ଯବହୃତ) ଏକ ପ୍ରକାର ଓଷଧି ଲବଣ — Sulemāni salt prescribed by Arabian medical books