ସୁଲେମାନୀ Sulemānī

  • ବୈଦେ. ବିଣ (ଫା) — ସୁଲେମାନ୍ ସମ୍ବନ୍ଧୀୟ — Relating to Suleman
  • ବି — ଧଳା ଆଖି ଥିବା ଘୋଡ଼ା (ହି. ଶ) — A horse with white eyes
  • ବି — ଅଂଶତଃ ଧଳା ଓ ଅଂଶତଃ କଳା ଏକ ପ୍ରକାର ରତ୍ନ (ହି. ଶ) — A kind of gem partly white and partly black