ସୁଲୁପୀ Sulupī

  • ଦେ. ବି — ଦେବୀବିଶେଷ — 1. Name of a popular Goddess
  • ଦେ. ବି — ଯୋଗିନୀବିଶେଷ — Name of a J̄oginī
  • ଦେ. ବି — [ଦ୍ର— 3।4 ଜଣ ବାଳିକା ଏକତ୍ର ହେବା ଦେଖି ବର୍ଷୀୟସୀମାନେ ସେମାନଙ୍କୁ ଲକ୍ଷ୍ୟ କରି ଢଗ ବୋଲନ୍ତି—ଉଲୁପୀ, ସୁଲୁପୀ, ବାଇଢଙ୍କ, ହାଣ୍ଡି କଳା।] — [ଦ୍ର—34ଜଣ ବାଳିକା ଏକତ୍ର ହେବା ଦେଖି ବର୍ଷୀୟସୀମାନେ ସେମାନଙ୍କୁ ଲକ୍ଷ୍ୟ କରି ଢଗ ବୋଲନ୍ତି—ଉଲୁପୀ, ସୁଲୁପୀ, ବାଇଢଙ୍କ, ହାଣ୍ଡି କଳା]