ସୁଲୁକିବା Sulukibā

  • ଦେ. କ୍ରି (ସଂ. ସୁ+ଲଗ୍ନ) — (କାନ ଭିତର) ସଲ ସଲ ହେବା — (the ear-hole) To have a tickling sensation
  • ଦେ. କ୍ରି (ସଂ. ସୁ+ଲଗ୍ନ) — ଉତ୍ତେଜିତ ହେବା — To be irritated
  • ଦେ. କ୍ରି (ସଂ. ସୁ+ଲଗ୍ନ) — (କାଠରେ ନିଆଁ ଧରିବାରୁ ତାହା) ଜଳିବା — To become ignited