ସୁଲୁକାଇବା Sulukāibā

  • ଦେ. କ୍ରି — କାନ ମଧ୍ୟରେ କୁଟା ବା ସରୁ ପକ୍ଷୀର ପର ପୁରାଇ ସଲସଲ କରିବା — To tickle the ear with a feather
  • ଦେ. କ୍ରି — ଉସୁ— କାଇବା; କୌଣସି କଥାର ପ୍ରସଙ୍ଗକୁ ଉତ୍ଥାପନ କରିବା — To initiate a controversy or discussion
  • ଦେ. କ୍ରି — ଗୋପନରେ ଉତ୍ତେଜିତ କରିବା — To instigate a person secretly
  • ଦେ. କ୍ରି — କାଠ ଆଦିରେ ନିଆଁ ଧରାଇବା; ଜଳାଇବା — To ignite (wood)