ସୁରେଶ Sureṡa

  • ସଂ. ବି (ସୁର+ଈଶ; 6 ଷ୍ଠୀ ତତ୍) — ସୁରେନ୍ଦ୍ର (ଦେଖ) — Surendra (See)
  • ସଂ. ବି (ସୁର+ଈଶ; 6 ଷ୍ଠୀ ତତ୍) — ଶିବ (ହି. ଶ) — Ṡiba
  • ସଂ. ବି (ସୁର+ଈଶ; 6 ଷ୍ଠୀ ତତ୍) — ବିଷ୍ଣୁ (ହି. ଶ) — Bishṇu
  • ସଂ. ବି (ସୁର+ଈଶ; 6 ଷ୍ଠୀ ତତ୍) — ଲୋକପାଳ (ହି. ଶ) — The guardian Deities of the world
  • ଦେ. ବି. (ପୁଂ) — ଲୋକଙ୍କ ନାମ — A name given to males