ସୁରେଭ Surebha

  • ସଂ. ବି — ରଙ୍ଗ ନାମକ ଧାତୁ (ତ୍ରିକାଣ୍ଡ ଶେଷ); ଟିଣ — Tin; a metal
  • ସଂ. ବି — ଦେବହସ୍ତୀ (ହି. ଶ) — An elephant used by the gods