ସୁରିବା Suribā

  • ଦେ. କ୍ରି (ସଂ. ସ୍ଫୁର୍ ଧାତୁ) — ସ୍ଫୁରିବା; ସ୍ପନ୍ଦିତ ହେବା — To tickle; to throb; to vibrate
  • ଦେ. କ୍ରି (ସଂ. ସ୍ଫୁର୍ ଧାତୁ) — [ଯଥା—ମୋ ଆଖି ସୁରୁଛି।]
  • ଦେ. କ୍ରି (ସଂ. ସ୍ଫୁର୍ ଧାତୁ) — (ସଂ. ସ୍ପୃହ୍ ଧାତୁ) (ତୁଣ୍ଡ, ପାଟି) ସ୍ପୃହାଯୁକ୍ତ ହେବା; ଲାଳାୟିତ ହେବା; ସୋରେଇବା — To be watering after; to hanker after
  • ଦେ. କ୍ରି (ସଂ. ସ୍ଫୁର୍ ଧାତୁ) — [ଯଥା—ଖାଇବା ପଦାର୍ଥ ଦେଖି ମୋ ତୁଣ୍ଡ ସୁରୁଛି।]
  • ଦେ. କ୍ରି (ସଂ. ସ୍ଫୁର୍ ଧାତୁ) — ଅନୁରାଗଯୁକ୍ତ ହେବା — To be attached to any person or thing
  • ଦେ. କ୍ରି (ସଂ. ସ୍ଫୁର୍ ଧାତୁ) — (ସଂ. ସ୍ଫୁର୍ ଧାତୁ) (କଥା) ବାକ୍ସ୍ଫୁର୍ତ୍ତି ହେବା; ପଇଟିବା — To come to the tip of one's tongue
  • ଦେ. କ୍ରି (ସଂ. ସ୍ଫୁର୍ ଧାତୁ) — [ଯଥା—ମୋ ତୁଣ୍ଡରୁ କଥା ସୁରୁ ନାହିଁ।]