ସୁରୁକି Suruki

  • ବୈଦେ. ବି (ଫା. ସୁର୍ଖ; ସୁର୍ଖୀ) — ଚୂନ ସଙ୍ଗେ ମିଶା ଯିବା ପାଇଁ ଚୂର୍ଣ୍ଣ କରାଯିବା ଇଟା; ଇଷ୍ଟକ ଚୂର୍ଣ୍ଣ — Powered brick or brick dust intended to be used as mortar when mixed with lime