ସୁରୁଖୁରିଆ Surukhuriā

  • ଦେ. ବିଣ. ପୁଂ ଓ ସ୍ତ୍ରୀ — ଶାନ୍ତ; ସୁଶୀଳ — Meek; mild
  • ଦେ. ବିଣ. ପୁଂ ଓ ସ୍ତ୍ରୀ — ଯେ ଦୁଷ୍ଟ ନୁହେଁ — One who is not wicked