ସୁରାହା Surāhā

  • ଦେ. ବି (ସଂ. ସୁ ଓ ଫା. ରାହ୍) — ସୁପଥ — Good road
  • ଦେ. ବି (ସଂ. ସୁ ଓ ଫା. ରାହ୍) — ସୁମାର୍ଗ; ସତ୍ପଥ — Good ways
  • ଦେ. ବି (ସଂ. ସୁ ଓ ଫା. ରାହ୍) — ସୁବିଧା — Convenience
  • ଦେ. ବି (ସଂ. ସୁ ଓ ଫା. ରାହ୍) — ଶୁଭଲକ୍ଷଣ — Auspicious or good sign