ସୁରାହ୍ୱ Surāhwa
- ସଂ. ବି (ସୁର+ଆ+ହ୍ୱେ ଧାତୁ=ଡାକିବା+କରଣ. ଅ) — ଦେବଦାରୁ [ଶବ୍ଦରତ୍ନାବଳୀ] — Pine tree
- ସଂ. ବି (ସୁର+ଆ+ହ୍ୱେ ଧାତୁ=ଡାକିବା+କରଣ. ଅ) — ଦାରୁହରିଦ୍ରା; ଦାରୁହଳଦି [ରାଜନିର୍ଘଣ୍ଟ] — Cascinium Fenestratum
- ସଂ. ବି (ସୁର+ଆ+ହ୍ୱେ ଧାତୁ=ଡାକିବା+କରଣ. ଅ) — ମରୁବକ [ରାଜନିର୍ଘଣ୍ଟ]; ମରୁଆ ଗୁଳ୍ମ — Origanum Marjoram