ସୁମରଣା Sumaraṇā

  • ଦେ. (ପଦ୍ଯ) ବି (ସଂ. ସ୍ମରଣ) — ସ୍ମରଣ (ଦେଖ) — Smaraṇa (See)
  • ଦେ. (ପଦ୍ଯ) ବି (ସଂ. ସ୍ମରଣ) — (ଉ—ମନେ ମୋତେ ମଧ୍ୟ କରିବ ସୁମରଣା। କୃଷ୍ଣସିଂହ, ମହାଭାରତ, ବନ।)