ସୁମରେଇବା Sumareibā

  • ଦେ. କ୍ରି (ସୁମରିବା କ୍ରିୟାର ଣିଜନ୍ତରୂପ) — ସ୍ମରଣ କରାଇବା — To remind; to cause. to remember
  • ଦେ. କ୍ରି (ସୁମରିବା କ୍ରିୟାର ଣିଜନ୍ତରୂପ) — (ଉ—ସୁଯୋଧନ ଖେଳେ ବୋଲିବା ବଚନକୁ, ଗଦାରେ ଭୀମ ସୁମରାଇବେ ତାହାଙ୍କୁ। କୃଷ୍ଣସିଂହ, ମହାଭାରତ, ଉ।)