ସୁମା Sumā
- ଦେ. ବି (ସଂ. ସୁମ=କୁସୁମ ସଙ୍ଗେ ଆ ଯୋଗକରି ସ୍ତ୍ରୀଲିଙ୍ଗ ଭାବ ପ୍ରଣୋଦନାର୍ଥ ବ୍ଯବହୃତ) — କୁସୁମ; ପୁଷ୍ପ — Flower
- ଦେ. ବି (ସଂ. ସୁମ=କୁସୁମ ସଙ୍ଗେ ଆ ଯୋଗକରି ସ୍ତ୍ରୀଲିଙ୍ଗ ଭାବ ପ୍ରଣୋଦନାର୍ଥ ବ୍ଯବହୃତ) — (ଉ—ସୁମା ସୁନ୍ଦରୀକୁ କ୍ଷଣିକ କହିଲେ, ଭାଇ ସୁମନେ ସେ ଯେବେ ଅବହେଳେ। ଅଜୟ, ପ୍ରୀତିଦର୍ପଣ।)