ସୁମନ୍ୟୁ Sumanyu

  • ସଂ. ବି — (ନାମ) ପରଶୁରାମଙ୍କ ଶିଷ୍ୟବିଶେଷ — Name of a disciple of Paraṡurāma
  • ସଂ. ବି — (ଉ—ସୁମନ୍ୟୁ ନାମରେ ପରଶୁରାମ ଶିଷ୍ୟ ପ୍ରବର। ରାଧାନାଥ, ଚନ୍ଦ୍ରଭାଗା।)
  • ସଂ. ବି — ଗନ୍ଧର୍ବ ବିଶେଷ (ହି. ଶ) — Name of a Gandharba
  • ସଂ. ବିଣ — ଅତି କ୍ରୋଧୀ (ହି. ଶ) — Very fiery-tempered