ସୁମନ୍ତୁ Sumantu

  • ସଂ. ବି (ନାମ) — ଅଥର୍ବ ବେଦର ଶାଖାପ୍ରଚାରକ ଓ ସ୍ମୃତି ପ୍ରଣେତା ମୁନିବିଶେଷ (ଭାଗବତ) — Name of a sage
  • ସଂ. ବି (ନାମ) — [ଦ୍ର—ଏ ବେଦବ୍ୟାସଙ୍କ ଶିଷ୍ୟ ଥିଲେ। ଏହାଙ୍କ ନାମ ସ୍ମରଣ କଲେ ଉପରେ ବଜ୍ର ପଡ଼େ ନାହିଁ।]
  • ସଂ. ବି (ନାମ) — ଜହ୍ନୁଙ୍କର ଏକ ପୁତ୍ର — Name of a son of sage Jahnu
  • ସଂ. ବି (ନାମ) — ଉତ୍କୃଷ୍ଟ ଉପଦେଶକ — A good adviser (Apte)
  • ବିଣ—(ସୁ=ଅତି+ ମନ୍ତୁ=ଅପରାଧ ଯାହାର) — ଅତ୍ୟପରାଧୀ — Very sinful or offending
  • ବିଣ—(ସୁ=ଅତି+ ମନ୍ତୁ=ଅପରାଧ ଯାହାର) — ଅତି ନିନ୍ଦନୀୟ — Very blameable (Apte)
  • ବିଣ—(ସୁ=ଅତି+ ମନ୍ତୁ=ଅପରାଧ ଯାହାର) — (ସ୍ୱ+ ମନ୍ ଧାତୁ+କର୍ତ୍ତୃ. ତୁ) ଉତ୍ତମ ଉପଦେଶକାରୀ — Advising well (Apte)