ସୁନୀତି Sunīti
- ସଂ. ବି (ସୁ+ନୀ ଧାତୁ+ଭାବ ତି) — ଉତ୍ତମ ନୀତି — Good morals
- ସଂ. ବି (ସୁ+ନୀ ଧାତୁ+ଭାବ ତି) — ଉତ୍ତମ ନିୟମ — Good rule
- ସଂ. ବି (ସୁ+ନୀ ଧାତୁ+ଭାବ ତି) — ନ୍ଯାୟସଙ୍ଗତ ଆଇନ୍ — Just law
- ସଂ. ବି (ସୁ+ନୀ ଧାତୁ+ଭାବ ତି) — ଉତ୍କୃଷ୍ଟ ଉଦ୍ଦେଶ୍ୟ; ସାଧୁ ଉଦ୍ଦେଶ୍ୟ — Good policy
- ସଂ. ବି (ସୁ+ନୀ ଧାତୁ+ଭାବ ତି) — ଉତ୍ତମ ଆଚରଣ — Good conduct
- ସଂ. ବି (ସୁ+ନୀ ଧାତୁ+ଭାବ ତି) — ଉତ୍ତମ ବ୍ଯବହାର — Good manners
- ସଂ. ବି (ସୁ+ନୀ ଧାତୁ+ଭାବ ତି) — (ବହୁବ୍ରୀହି) (ନାମ)—ଉତ୍ତାନପାଦ ରାଜାଙ୍କର ପ୍ରଥମା ସ୍ତ୍ରୀ; ଧ୍ରୁବଙ୍କ ମାତା ('ଧ୍ରୁବ' ଦେଖ) — Name of the mother of Dhṛuba
- ସଂ. ବି (ସୁ+ନୀ ଧାତୁ+ଭାବ ତି) — ଶିବ (ହି. ଶ) — Ṡiba
- ସଂ. ବିଣ (ବହୁବ୍ରୀହି; ସୁ=ଉତ୍ତମ ଅଟେ ନୀତି ଯାହାର) — ଉତ୍ତମ ନୀତିବିଶିଷ୍ଟ; ନୀତିମାନ୍ — Of good morals or policy or conduct