ସୁନିଷ୍ଟପ୍ତ Sunishṭapta

  • ସଂ. ବିଣ (ସୁ+ନିର+ତପ୍ ଧାତୁ=ଗରମ କରିବା+ କର୍ତ୍ତୃ. ତ; ସନ୍ଧି ଯୋଗୁଁ 'ତ' ସ୍ଥାନରେ 'ଟ' ଆଦେଶ) — ଅତି ଉତ୍ତପ୍ତ; ଅତିଶୟ ଗରମ — Very hot; scorched; much heated