ସୁନୀଳା Sunīḻā

  • ସଂ. ବି (ସୁନୀଳ+ଆ) — ଅତସୀ — Linseed
  • ସଂ. ବି (ସୁନୀଳ+ଆ) — ବିଷ୍ଣୁକ୍ରାନ୍ତା; ନୀଳ ଅପରାଜିତା — The blue clitoris flower and creeper
  • ସଂ. ବି (ସୁନୀଳ+ଆ) — ଜରତୀ ତୃଣ (ରାଜ— ନିର୍ଘଣ୍ଟ); ଚଣିକା ତୃଣ — A kind of grass