ସୁନୀଳକ Sunīḻaka

  • ସଂ. ବି — ନୀଳ ଭୃଙ୍ଗରାଜ (ରାଜନିର୍ଘଣ୍ଟ) — The blue species of "Bhṛuṅgarāja."
  • ସଂ. ବି — ନୀଳ ରତ୍ନ; ନୀଳା (ରାଜନିର୍ଘଣ୍ଟ) — Sapphire