ସୁନାର Sunāra

  • ଦେ. ବି (ସଂ. ସ୍ୱର୍ଣ୍ଣକାର) — ସୁନାରି (ଦେଖ) — Sunāri (See)
  • ଦେ. ବି (ସଂ. ସ୍ୱର୍ଣ୍ଣକାର) — [ଉ—ସୁଇ ସୁନାର ସୁଆର, ଏ ନୁହନ୍ତି କାହାର—ପ୍ରବଚନ]
  • ସଂ. ବି — ଶୁନୀସ୍ତନ୍ଯ; କୁକୁରୀ ଦୁଗ୍ଧ (ମେଦିନୀ) — Dog's milk
  • ସଂ. ବି — ସର୍ପାଣ୍ଡ (ମେଦିନୀ) — Ṡerpent's egg
  • ସଂ. ବି — କଳବିଙ୍କ (ମେଦିନୀ); ଘରଚଟିଆ ଚଢ଼େଇ — The house-sparrow