ସୁନାୟକ Sunāyaka

  • ସଂ. ବି. ପୁଂ — ନାଟକ ଉପନ୍ୟାସ କାବ୍ୟାଦିର ଉତ୍ତମ ନାୟକ — An excellent hero of a romance
  • ସଂ. ବି. ପୁଂ — ସ୍କନ୍ଦାନୁଚରବିଶେଷ (ହି. ଶ) — Name of an attendant of Skanda
  • ସଂ. ବି. ପୁଂ — (ନାମ) ବୈନତେୟଙ୍କ ପୁତ୍ର ବିଶେଷ (ହି. ଶ) — Name of a son of Garuṟḍ̠a
  • ସଂ. ବି. ପୁଂ — (ନାମ) ଦୈତ୍ୟବିଶେଷ (ହି. ଶ) — Name of a demon