ସୁନାମା Sunāmā

  • ସଂ. ବିଣ—(ବହୁବ୍ରୀହି; ସୁ+ନାମନ୍; 1 ମା. 1 ବ) — ଯଶସ୍ୱୀ — Celebrated; famous
  • ସଂ. ବି — (ନାମ)— କଂସର 8 ଭାଇ ମଧ୍ୟରୁ ଏକ (ହି. ଶ) — (ନାମ)— କଂସର8ଭାଇ ମଧ୍ୟରୁ ଏକ (ହି. ଶ)—. One of Kaṁsa's eight brothers
  • ସଂ. ବି — (ନାମ) ସ୍କନ୍ଦାନୁଚର ବିଶେଷ (ହି. ଶ) — Name of an attendant of skanda
  • ସଂ. ବି — (ନାମ) ବୈନତେୟଙ୍କର ଏକ ପୁତ୍ର (ହି. ଶ) — Name of a son of Garuṟḍ̠a
  • ସଂ. ବି — (ନାମ) ସୁକେତୁଙ୍କର ଏକ ପୁତ୍ର (ହି.ଶ) — Name of a son of Suketu