ସୁକ Suka

  • ଦେ. ବି — ସୁକୁମାରର ଡାକ ନାମ — Nickname for Suku- mārā
  • ଗ୍ରା. ବି (ସଂ., ଶୁଷ୍କ; ପ୍ରା, ଶୁକ୍କ) — ଶୁକ ବି. (ଦେଖ) — Ṡuka (See)
  • ଗ୍ରା. ବି (ସଂ., ଶୁଷ୍କ; ପ୍ରା, ଶୁକ୍କ) — (ସଂ. ସୁଖ) ସୁଖ — Happiness
  • ଗ୍ରା. ବି (ସଂ., ଶୁଷ୍କ; ପ୍ରା, ଶୁକ୍କ) — ଆନନ୍ଦ — Pleasure
  • ଗ୍ରା. ବି (ସଂ., ଶୁଷ୍କ; ପ୍ରା, ଶୁକ୍କ) — ସ୍ୱାସ୍ଥ୍ୟ — Hearth
  • ଗ୍ରା. ବିଣ. (ସଂ. ଶୁଷ୍କ; ପ୍ରା. ଶୁକ୍କ) — ଶୁଖିଲା; ଶୁଷ୍କ — Dry