ସୁକଣ୍ଠୀ Sukaṇṭhī

  • ଦେ. ବିଣ. ସ୍ତ୍ରୀ (ସଂ. ସୁକଣ୍ଠା) — ମଧୁର ସ୍ୱରବିଶିଷ୍ଟା (ସ୍ତ୍ରୀ) — (a lady) Having a sweet tone
  • ଦେ. ବିଣ. ସ୍ତ୍ରୀ (ସଂ. ସୁକଣ୍ଠା) — ସୁନ୍ଦରକଣ୍ଠଯୁକ୍ତା — (a woman) Haivng a beautiful neck