ସୁକଟାକ୍ଷା Sukaṭākshā

  • ସଂ. ବିଣ (ବହୁବ୍ରୀହି; ସୁ+କଟାକ୍ଷ+ଆ) — ସୃଦୃଶା; ସୁନୟନା — (a woman) Having charming and ogling eyes
  • ସଂ. ବିଣ (ବହୁବ୍ରୀହି; ସୁ+କଟାକ୍ଷ+ଆ) — [ଉ—ବିଗତ ତୁ ହେଲା କକ୍ଷା। ବ୍ରହ୍ମାଣ୍ଡରେ କି ରୂପରେ ଅଛି ସୁକଟାକ୍ଷା—ଭଞ୍ଜ, ବୈଦେହୀଶବିଳାସ।]