ସୁଆଁ Suāñ

  • ଦେ. ବି — ଶୁଆଁ (ଦେଖ) — Ṡuāñ. (See)
  • ଦେ. ବି — ସୋମଲତା (ଦେଖ) — Somalatā. (See)
  • ଦେ. ବି — (ଉ— ଏ ବାହାରେ ସୁଆଁରେ କଲେ ସେହୁ ଯାଗ, ହେବାକୁ ଅବନୀମଣ୍ଡଳେ ମହାଭାଗ। କୃଷ୍ଣସିଂହ, ମହାଭାରତ, ଶାନ୍ତି।)