ସୁଆଁ ଚାଉଳ Suāñ chāuḻa

  • ଦେ. ବି — ଦାନାବିଶିଷ୍ଟ ଧଳା ଶସ୍ୟ — Panicum Frumentacium
  • ଦେ. ବି — (ଉ—ଏଥିର ଗଛ ଧାନକିଆରୀ ଭିତରେ ଅନ୍ଯ ଶସ୍ୟଗୁଳ୍ମ— ମାନଙ୍କ ମଧ୍ୟରେ ବଢ଼େ।)
  • ଦେ. ବି — ଶୁଆଁ ଚାଉଳ (ଦେଖ) — Ṡuāñ chāuḻa (See)