ସୁଅ ମୁହଁ Sua muhañ

  • ଦେ. ବି (ସଂ. ସ୍ରୋତୋମୁଖ) — ସ୍ରୋତୋମୁଖ; ଯେଉଁଠାରେ ସ୍ରୋତର ବେଗ ଅତି ଅଧିକ — A place where the current is very swift
  • ଦେ. ବି (ସଂ. ସ୍ରୋତୋମୁଖ) — (ଲକ୍ଷଣାର୍ଥ) ବିପଜ୍ଜନକ ସ୍ଥାନ — (figurative) Dangerous place