ସୁଁ ସୁଁଆଁ Suñ suñāñ

  • ଦେ. ବିଣ (ପୁଂ) — ଯେଉଁ ବ୍ଯକ୍ତି ସର୍ବଦା ଶରଦି ଯୋଗୁଁ ନାକଦ୍ୱାରା ସୁଁ ସୁଁ ଶବ୍ଦ କରେ — A person who always suffers from cold and emits a nasal sound on account of mucus in the nasal passage