ସିତିବର Sitibara

  • ସଂ. ବି — ସୁନିଷଣ୍ଣକ; ଶାକବିଶେଷ; ସୁନୁସୁନିଆ ଶାଗ — Marselia Quadrifoliata
  • ସଂ. ବି — [ଦ୍ର—ଏହା ସଂଗ୍ରାହୀ, କଷାୟ, ଉଷ୍ଣ, ତ୍ରିଦୋଷନାଶୀ, ମେଧା ଓ ରୁଚିପ୍ରଦ ରସାୟନ ଓ ନିଦ୍ରାକାରୀ ଅଟେ। ଏହାର ପତ୍ର ଚତୁର୍ଦଳ ଓ ପତ୍ରର ଡେମ୍ଫ ଛୁଞ୍ଚି ପରି ସରୁ। ଏହା ଜଳା— ଭୂମିରେ ଜନ୍ମେ।]