ସିତାସିତ Sitāsita
- ସଂ. ବିଣ (ସିତ+ଆସିତ) — ଶୁକ୍ଳ ଓ କୃଷ୍ଣ — White and black
- ସଂ. ବି — ବଳରାମ; ବଳଦେବ — The brother of Srīkṛūshṇa
- ସଂ. ବି — (ଜ୍ୟୋତିଷ) ଶୁକ୍ର ଗ୍ରହ ସହିତ ଶନି ଗ୍ରହ — The planet Venus with Saturn
- ସଂ. ବି — ଗଙ୍ଗା ଓ ଯମୁନା (ହି. ଶ) — The Ganges and the j̄amuna rivers